This browser does not support the video element.
ବୀରମହାରାଜପୁର: ବିଦୁରୁପାଲି ନିକଟରେ ଗଞ୍ଜେଇ ମାଫିଆଙ୍କ ବାଇକ୍ ଧକ୍କାରେ ଏକ ଦମ୍ପତି ଗୁରୁତର
Biramaharajpur, Subarnapur (Sonepur) | Sep 9, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଦୁରୁପାଳି ନିକଟରେ ଗଞ୍ଜେଇ ମାଫିଆଙ୍କ ବାଇକ୍ ଧକ୍କାରେ ଏକ ଦମ୍ପତି ଗୁରୁତର ହୋଇଛନ୍ତି l ସୂଚନା ଅନୁସାରେ ପୂର୍ବାହ୍ନ ସକାଳ ପ୍ରାୟ 9ତ 30ମିନିଟ ସମୟରେ ଏକ ବାଇକ୍ ରେ ଦୁଇଜଣ ଯୁବକ ଗଞ୍ଜେଇ ଧରି ସୋନପୁର ପଟରୁ ଦୃତ ଗତିରେ ଆସୁଥିବା ବେଳେ ସୋନପୁର ଏକ ବାଇକରେ ଆସୁଥିବା ଦମ୍ପତିଙ୍କୁ ପଛପଟୁ ଧକ୍କା ଦେଇ ଛିଟିକି ପଡ଼ିଥିଲେ l। ଘଟଣା ସ୍ଥଳରୁ ଗଞ୍ଜେଇକୁ ଫିଙ୍ଗି ଦେଇ ଜଣେ ଯୁବକ ଫେରାର ମାରିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିଲେ l କିଛି ସମୟ ପରେ ବୀରମହାରାଜପୁର ପୋଲିସ ପହଁଚି ଗଞ୍ଜେଇ ଜବତ ସହ ଯୁବକଙ୍କୁ ଗିରଫ କରିଥିଲେ l ତେବେ ଗଞ