Install App
jagatsinghpurnews31
This browser does not support the video element.
ଜଗତସିଂହପୁର: ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ନିମନ୍ତେ କମିଟି ମେମ୍ବର ର ସହିତ ନାଉଗାଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ନାଉଗାଁ ଥାନା ପରିସରରେ ଅନୁଷ
Jagatsinghapur, Jagatsinghpur | Sep 8, 2025
ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ନିମନ୍ତେ କମିଟି ମେମ୍ବର ର ସହିତ ନାଉଗାଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକ ନାଉଗାଁ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ବିଭିନ୍ନ କମିଟି ମେମ୍ବର ଙ୍କ ସହିତ କିପରି ଭାବେ ଆଇନି ଶୃଙ୍ଖଳା ପରିସ୍ଥିତି ସହିତ ଏବଂ ଭଷାଣି ସମୟରେ ଡିଜେ କୁ ବ୍ୟବହାର କରା ନଯିବ ସେ ସମ୍ବଦ୍ଧରେ ଏକ ସ୍ୱତନ୍ତ୍ର ବୈଠକ କରି ଆଲୋଚନା କରିଛନ୍ତି ନାଉଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର କାନୁନଗୋ l
Share
Read More News
T & C
Privacy Policy
Contact Us
Your browser does not support JavaScript!