This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ବିଜୟ ନଗର ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ
Bhadrak Rural, Bhadrak | Aug 21, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜୟ ନଗର ଗ୍ରାମ ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟି ର ମିଶ୍ରଣ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ସରକାର ଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ୧୫ ରୁ ଉର୍ଦ୍ଧ ପରିବାର ଆଜି ସଂଧ୍ୟା ୮ ଘଟିକା ସମୟରେ ଦଳରେ ସାମିଲ ହୋଇଛନ୍ତି। ଉକ୍ତ ମିଶ୍ରଣ ପର୍ବରେ ଆଇନଜୀବୀ ଉପେନ୍ଦ୍ର ରାଉଳ, ବରିଷ୍ଠ ନେତା ପୁର୍ଣ୍ଣଚନ୍ଦ୍ର ପାଣି ଙ୍କ ସମେତ ଅନ୍ୟ ନେତୃବୃନ୍ଦ ମାନେ ନବାଗତ ମାନଙ୍କୁ ଦଳୀୟ ଉତରିୟ ଦେଇ ସ୍ବାଗତ କରିଥିବା ସୂଚନା ମିଳିଛି।