Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ଟାଉନ ପୋଲିସକୁ ସଫଳତା; ୨ ଆନ୍ତରାଜ୍ୟ ମୋବାଇଲ ଲୁଟେରାଙ୍କ ସହ ୨୪ ଟି ମୋବାଇଲ ଜବତ
Baripada M, Mayurbhanj | Oct 9, 2025
ଗ୍ୟାଙ୍ଗ ର ଦୁଇଜଣ ଲୁଟେରା ଙ୍କୁ ଧରିବା ସହିତ ୨୪ ଟି ମୋବାଇଲ ମଧ୍ୟ ଧରିଛି ବାରିପଦା ଟାଉନ ପୋଲିସ। ତେବେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ସହିତ ଓଡ଼ିଶା ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ କିଛିଦିନ ରହି ସ୍ଥାନୀୟ ଅସାମାଜିକ ଯୁବକ ଙ୍କ ସହାୟତା ରେ କରୁଥିଲେ ଏଭଳି ଛିନତାଇ।
Share
Read More News
T & C
Privacy Policy
Contact Us
Your browser does not support JavaScript!