This browser does not support the video element.
ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ କୁଇସେବା ସମିତି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ
Phulabani Town, Kandhamal | Sep 6, 2025
କନ୍ଧମାଳ ଜିଲ୍ଲା କୁଇ ଭାଷା ସାହିତ୍ୟ ସମିତି, କୁଇଦିନା, କନ୍ଧମାଳ ଓ କୁଇ ସମାଜ ସେବା ସମିତି, ଫୁଲବାଣୀର କର୍ମକର୍ତ୍ତାଗଣ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମଗ୍ର ଶିକ୍ଷା, କନ୍ଧମାଳ ଅଧିକାରୀଙ୍କୁ କନ୍ଧମାଳ ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଜାତୀୟ ଶିକ୍ଷା ନୀତି ଅନୁସାରେ ଓଡ଼ିଆ, ଇଂରାଜି, ହିନ୍ଦୀ ସହ ମାତୃଭାଷା କୁଇରେ ଶିକ୍ଷା ପ୍ରଦାନ ନିମନ୍ତେ ଲିଖିତ ଭାବେ ଜଣାଇଥିଲେ। ପ୍ରକଳ୍ପ ସଂଯୋଜକ ଏହି ସମ୍ବନ୍ଧୀୟ ବିଷୟରେ ତର୍ଜମା କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ। କୁଇ ଭାଷା ସାହିତ୍ୟ ସମିତି, କନ୍ଧମାଳର ସଭାପତି ଦୀନବନ