Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର-୧୫ ଅଞ୍ଚଳ ରିଙ୍ଗରୋଡ଼ରେ କାରର ଆଗ ଚକ ଫାଟି ଦୁର୍ଘଟଣା, ଡ୍ରାଇଭର ଗୁରୁତର

Raurkela M, Sundargarh | Aug 23, 2025
ଅଗଷ୍ଟ ୨୩ ତାରିଖ ସମୟ ପ୍ରାୟ ମଧ୍ୟାହ୍ନ ୧ଟା ପାଖାପାଖି ଏକ ଲାଲରଙ୍ଗର ସେନ୍ଟ୍ରୋ କାର ନମ୍ବର OD 17E 7523 ର ଆଗଚକ ଫାଟିଯିବାରୁ ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ପ୍ରତ୍ୟକ୍ଷଦର୍ଶୀ ଶ୍ରୀ ବାପି ମହାରଣା କହିବା ଅନୁଯାୟୀ, ଏକ ଲାଲରଙ୍ଗର ସେନ୍ଟ୍ରୋକାର ସେକ୍ଟର ୧୫ଅଞ୍ଚଳରେ,ସେକ୍ଟର ୧୩ ଅଭିମୁଖେ ଖୁବ ସ୍ପିଡ଼ରେ ଯାଉଥିବାବେଳେ,ହଠାତ ଆଗଚକ ଫାଟିଯିବାରୁ ଏବଂ ଗାଡ଼ି ସ୍ପିଡ଼ ଥିବାରୁ ଚାଳକ ଗାଡିର ନିୟନ୍ତ୍ରଣ ହରାଇ,ରିଙ୍ଗ ରୋଡ଼ର ଡାହାଣପାଖେ ଫୁଟପାଥକୁ ଚଢିଯାଇ ଖୁବ ଜୋରରେ ଦିଭାଇଡ଼ରରେ ମାଡ଼ ହେଲା,ଫଳରେ କାରର ସମ୍ମୁଖ ଅଂଶ ଭୀଷଣ କ୍ଷତିଗ୍ରସ୍ତ ହେବାସହ,କାରଚାଳକ ଗମ୍ଭୀରଭାବେ
Read More News
T & CPrivacy PolicyContact Us