Download Now Banner

This browser does not support the video element.

ଢେଙ୍କାନାଳ ସଦର: ଝାଡବନ୍ଧ ରୁଙ୍ଗଟା କାରଖାନା ୧ ନମ୍ବର ଗେଟ ନିକଟରେ ହାତୀ ପଲ

Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଂଜ ଝାଡବନ୍ଧ ରୁଙ୍ଗଟା କାରଖାନା ୧ ନମ୍ବର ଗେଟ ନିକଟରେ ହାତୀ ପଲ ଯାତାୟତ କରୁଛନ୍ତିି। ଯାହାଦ୍ଵାରା ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
Read More News
T & CPrivacy PolicyContact Us