Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଜି ଉଦୟଗିରି ଠାରେ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି
Phulabani Town, Kandhamal | Aug 26, 2025
ଜି ଉଦୟଗିରି ଠାରେ ପାରମ୍ପରିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ। ଦେବସ୍ମିତା ଶତପଥୀ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ର କାଉନ ସିଲର୍ ଓ ସମସ୍ତ ଅନୁଷ୍ଠାନ ର କଳାକାର ମାନେ ଯୋଗ ଦେଇଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!