Download Now Banner

This browser does not support the video element.

ଢେଙ୍କାନାଳ ସଦର: ବେଡ଼ାପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମୃତ

Dhenkanal Sadar, Dhenkanal | Sep 6, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ହାତୀ ପୁଣି ଶନିବାର ଦିନ ଆଉ ଜଣଙ୍କର ଜୀବନ ନେଇଛି| ସୂଚନା ମୁତାବକ ରାସୋଳ ଥାନା ବେଡ଼ାପଡ଼ା ଗ୍ରାମର ତ୍ରିନାଥ ନାଏକ ଆଜି ସନ୍ଧ୍ୟାରେ ଗ୍ରାମ ନିକଟ ପୋଖରିକୁ ସଉଚ ହେବାକୁ ଯାଇଥିବାବେଳେ ଆଉ ଫେରି ନ ଥିଲେ । ପୋଖରୀ ନିକଟରେ ପଡ଼ିଥିବା ବେଳେ ଗ୍ରାମବାସୀମାନେ ମୃତ୍ୟୁ ହୋଇଥିବା ଖବର ଦେଇଛନ୍ତି ।
Read More News
T & CPrivacy PolicyContact Us