Download Now Banner

This browser does not support the video element.

ଡାବୁଗାଁ: ସେମଳାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ

Dabugan, Nabarangpur | Sep 19, 2025
ଆଜି ପାପଡାହାଣ୍ଡି ବ୍ଲକ ସେମଳା ଠାରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ | ଏହି ଅଵସରରେ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଯାଇଥିଲା | ମହିଳା ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା | ଘରରେ ନାରୀ ସୁସ୍ଥ ରହିଲେ ପରିବାର କିପରି ସଶକ୍ତ ରହେ ସେ ନେଇ ଆଲୋଚନା ହୋଇଥିଲା | ପାପଡାହାଣ୍ଡି ମେଡିକାଲ ଇନଚାର୍ଜ ମନସ୍ମିତା ମହାନ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ସ୍ୱାସ୍ଥ୍ୟ କର୍ମୀ ମାନେ ସହଯୋଗ କରିଥିଲେ |
Read More News
T & CPrivacy PolicyContact Us