Download Now Banner

This browser does not support the video element.

ନୟାଗଡ ସଦର: କୃଷିବିଜ୍ଞାନ କେନ୍ଦ୍ର ତରଫରୁ ପାଣି ପୋଇଲା ମଦର ଆବାସିକ ବିଦ୍ୟାଳୟ ପରିସରରେ ଗାଜର ଘାସ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh Sadar, Nayagarh | Aug 22, 2025
ଆଜି କୃଷିବିଜ୍ଞାନ କେନ୍ଦ୍ର ତରଫରୁ ମଦର ଆବାସିକ ବିଦ୍ୟାଳୟ ପରିସର ରେ 10ଘଟିକା ସମୟ ରେ ଗାଜର ଘାସ ବିଷୟରେ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଅନୁଷ୍ଠାନ ର ସଭାପତି ଶ୍ରୀ ଚକ୍ରଧର ମାହାଳି, ଅନୁଷ୍ଠାନ ର ପ୍ରତିଷ୍ଠାତା ସୁଶ୍ରୀ ପ୍ରଭାସିନୀ ନନ୍ଦ ଙ୍କ ସହିତ kbk ର ବୈଜ୍ଞାନିକ ଶ୍ରୀ ପ୍ରମୋଦ ପୃଷ୍ଟି ଓ ସହାୟକ ଦେବାଶିଷ ନାୟକ ଉପସ୍ଥିତ ଥିଲେ.ଇଏ ଏହିଭଳି ଗୋଟେ ଘାସ ଯାହାଫଳରେ ପ୍ରତେକ ଜାଗାରେ ଅଛି କିନ୍ତୁ ଆମେ ତାକୁ ଜାଣିପାରୁନେ ଏହା ଦ୍ୱାରା ଲୋକଙ୍କର ଏହି ଘାସ ସଂସ୍ପସରେ ଆସିଲେ ଶ୍ୱାସ ରୋଗ, ଚର୍ମ ରୋଗ ସହିତ ଯଦି ଗାଈ କୁ ଖାଇବାକୁ ଦିଆ ଯାଏ ତାହେଲେ ଗାଈର କ୍ଷୀର ପ
Read More News
T & CPrivacy PolicyContact Us