Install App
sushantpattnayak1983
This browser does not support the video element.
ଛତ୍ରପୁର: ଭୁବନେଶ୍ବର ଠାରେ ରାଜ୍ୟସ୍ତରୀୟ ଚେୟାରମ୍ୟାନ କପ୍, ଗଞ୍ଜାମ ପାଇଁ ଗୌରବ ଆଣିଲେ ବ୍ରହ୍ମପୁର ନାଳନ୍ଦା ଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ
Chhatrapur, Ganjam | Sep 7, 2025
ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରବିବାର ପୂର୍ବାହ୍ନରେ ଭୁବନେଶ୍ଵର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଚେୟାରମ୍ୟାନ କପ୍୨୦୨୪/୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ନାଳନ୍ଦା ଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ କ୍ଷୀରାବ୍ଧୀ ମିଶ୍ର ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ଓ କଲେଜ ପାଇଁ ଗୌରବ ଆଣିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!