Download Now Banner

This browser does not support the video element.

ଫୁଲବାଣୀ ସହର: ହାବକ ହାଇ ସ୍କୁଲରେ ଦୁଇ ଦିନିଆ ଖୋ ଖୋ ପ୍ରଶିକ୍ଷଣ ଶିବିର ଉଦଘାଟିତ

Phulabani Town, Kandhamal | Aug 21, 2025
ହାବକ ହାଇସ୍କୁଲ ଖେଳ ପଡିଆରେ ଦୁଇ ଦିନିଆ ଖୋ ଖୋ ଖେଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିର ରେ ଶାରୀରିକ ଶିକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ହାବକ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ରଂଜିତ ପାଟମାଝି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ଶିବିରରେ ଗଜପତି ଜିଲ୍ଲାର ଖୋ ଖୋ ପ୍ରଶିକ୍ଷକ ଆଲିଆ ଶବର ଯୋଗ ଦେଇ ଛାତ୍ର ଛତ୍ରୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
Read More News
T & CPrivacy PolicyContact Us