Download Now Banner

This browser does not support the video element.

ଆଳି: ମଙ୍ଗରାଜପୁର ଗ୍ରାମରେ ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ପରେ କାଣୀ ନଦୀରେ ଗାଧୋଇବା ବେଳେ ନିଖୋଜ ନାତିଙ୍କ ମୃତଦେହ ଆଜି ଉଦ୍ଧାର

Aali, Kendrapara | Mar 7, 2024
ଜେଜେଙ୍କ ଦଶାହକ କର୍ମ ପରେ ଶୁଦ୍ଧି ହୋଇ କାଣୀ ନଦୀରେ ବୁଡ଼ି ନିଖୋଜ ଥିବା ନାତି ରାକେଶଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି l ସୂଚନା ଅନୁଯାୟୀ ଆଳି ମଙ୍ଗରାଜପୁର ଗ୍ରାମର ସୁଶାନ୍ତ ଗିରିଙ୍କ ପୁଅ ରାକେଶ ଗିରି ଗତକାଲି ତାଙ୍କ ଜେଜେ ପୁରୁଷୋତ୍ତମ ଗିରିଙ୍କୁ ଶୁଦ୍ଧି ହେବା ପରେ ନିକଟରେ ଥିବା କାଣୀ ନଦୀରେ ଶୌଚ ହେଉଥିବା ବେଳେ ବୁଡ଼ି ଯାଇଥିଲେ l ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର ପରେ ପରିବାର ଲୋକେ ଆଳି ମେଡିକାଲକୁ ଆଣିଥିଲେ ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାକୁ ହସ୍ତାନ୍ତର କରାଯାଇଛି।
Read More News
T & CPrivacy PolicyContact Us