Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଗୁରୁକୁଳ ଇଣ୍ଟେରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ, ଯୋଗଦେଲେ ପୂର୍ବତନ ବିଧାୟକ

Chhatrapur, Ganjam | Sep 5, 2025
ବ୍ରହ୍ମପୁର ସ୍ଥିତ ଗୁରୁକୁଳ ଇଣ୍ଟେରନ୍ୟାସନାଲ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ, ବ୍ରହ୍ମପୁର ପ୍ରେସ୍ କ୍ଲବର ସଭାପତି ଅଶୋକ ବ୍ରହ୍ମାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗୁରୁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
Read More News
T & CPrivacy PolicyContact Us