This browser does not support the video element.
ଖଲ୍ଲିକୋଟ୍: ଚିକିଲି ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
Khalikote, Ganjam | Aug 25, 2025
ଗଞ୍ଜାମ ର ନୂତନ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଦିନ ୧୦ ଟା ସମୟରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି ବିଡ଼ିଓ ଓ ତହସିଲଦାର। ସେପଟେ ହସ୍ତଗତ ହୋଇଥିବା ଅଭିଯୋଗ ଗୁଡିକ ର ସମାଧାନ ପାଇଁ ଆମେ ଜିଲ୍ଲାପାଳ ଙ୍କ ନିକଟ କୁ ପଠାଇବୁ ବୋଲି ବିଡ଼ିଓ ଦେବାଶିଷ ସାମଲ କହିଛନ୍ତି।