Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଜିଲା ବିଜେପି ପକ୍ଷରୁ ସୋମବାର ଗୌରୀ ଶଙ୍କର ପାର୍କ ଛକ ନିକଟରେ କୋକେଇ ଯାତ୍ରା ଜରିଆରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା

Cuttack M Corp PS, Cuttack | Sep 1, 2025
ବିହାର ଦରଭଙ୍ଗାରେ କଂଗ୍ରେସର ଭୋଟର ଅଧିକାର ଯାତ୍ରାରେ ଏକ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ସ୍ବର୍ଗତା ମାତାଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋିଛି। ଯାହାକୁ ନେଇ ସାରା ଚର୍ଚ୍ଚା ଲାଗି ରହିଥିବା ବେଳେ କଟକ ଜିଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳଙ୍କ ନେତୃତ୍ବରେ ସୋମବାର ସନ୍ଧ୍ୟା ୫ଟାରେ ଗୌରୀଶଙ୍କର ପାର୍କ ଛକ ଠାରେ ଅଭିନବ ପ୍ରତିବାଦ କରାଯାଇଥିଲା।
Read More News
T & CPrivacy PolicyContact Us