Download Now Banner

This browser does not support the video element.

ରାଇଘର: ଚୋରଙ୍କ ଉପଦ୍ରଵ ର ପ୍ରାଦୁର୍ଭାବ। ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ

Raighar, Nabarangpur | Oct 3, 2025
ଚୋରଙ୍କ ଉପଦ୍ରଵ ର ପ୍ରାଦୁର୍ଭାବ। ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦରରେ ଦିନକୁ ଦିନ ବଢ଼ୁଥିବା ଚୋରିକାଣ୍ଡ କୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ପୋଲିସ ପ୍ରଶାସନର ଆଖି ଆଗରେ ଏମିତି ଘଟଣା ଘଟିଥିବାରୁ ଜନସାଧାରଣଙ୍କର ପୋଲିସର କାର୍ଯ୍ୟକ୍ଷମତା ଉପରେ ଗଭୀର ପ୍ରଶ୍ନଚିହ୍ନ ଉଠିଛି। ଘଟଣାଟି ଘଟିଛି କୋଦଭାଟା ସାହିରେ। କୋଦଭଟା ନିବାସୀ ଉପେନ୍ଦ୍ର ଗଣ୍ଡ ନିଜ ପରିବାର ସହିତ ଦୁଇ ଦିନ ପୂର୍ବରୁ ଦଶହରା ପାଇଁ ନିଜ ପୈତୃକ ଘର ହଳଦୀ ଗ୍ରାମକୁ ଯାଇଥିଲେ। ଯିବା ପୂର୍ବରୁ ସେମାନେ ଘରକୁ ତାଲା ପକେଇ ଯାଇଥିଲେ। କିନ୍ତୁ ଆଜି
Read More News
T & CPrivacy PolicyContact Us