Download Now Banner

This browser does not support the video element.

ଜଗତସିଂହପୁର: ସାର ବିକ୍ରି କଳାବଜାରୀ କୁ ନେଇ ନାଉଗାଁ ବ୍ଳକ କୃଷି ଅଧିକାରିଣୀ କୁ ତାଙ୍କ କାର୍ଯାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ

Jagatsinghapur, Jagatsinghpur | Sep 2, 2025
ସାର ବିକ୍ରି କଳାବଜାରୀ କୁ ନେଇ ବ୍ଳକ କୃଷି ଅଧିକାରିଣୀ କୁ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଅଧିନ ନାଉଗାଁ ବ୍ଳକ ରେ, ଏହି ବ୍ଳକ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରାସାୟନ ସାରା ବିକ୍ରି ର କଳା ବଜାରୀ, ଯାହାର ଶିକାର ହେଉଛନ୍ତି ସାଧାରଣ ଚାଷୀ ସବୁଦେଖି ଚୁପ ହୋଇ ରହି ବସିଛି ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ l ତେବେ ମୁଖ୍ୟତଃ କିଛି ଅସାଧୁ ସରକାରୀ ସିକୃତି ପ୍ରାପ୍ତ ସାର ବ୍ୟବସାୟ ନିଜର ପକେଟ ଗରମ କରିବା ପାଇଁ, ସାର ର ଅଭାବ ଦର୍ଶlୟୀ କଳା ବଜାରୀ କରି ସାର ମୂଲ୍ୟ କୁ ଦୁଇଗୁଣିତ କରି ଚାଷୀ ମାନଙ୍କୁ ଶୋଷଣ କରୁଛ
Read More News
T & CPrivacy PolicyContact Us