Download Now Banner

This browser does not support the video element.

ରେଢାଖୋଲ: ରେଢ଼ାଖୋଲରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ବିଜେପି ପ୍ରତିନିଧି ଦଳ

Rairakhol, Sambalpur | Oct 3, 2025
ରେଢ଼ାଖୋଲରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ବିଜେପି ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ ରେଢ଼ାଖୋଲ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୀର୍ଘଦିନରୁ କରିଆସୁଥିବା ଦାବି ଆଜି ପୂରଣ ହୋଇଛି ।‌ କେନ୍ଦ୍ର କ୍ୟାବିନେଟ ରେ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି । ଓଡ଼ିଶାରେ ୬ ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହେବ ସେଥିମଧ୍ୟରୁ ରେଢ଼ାଖୋଲ ରେ ମଧ୍ୟ ହେବ ବୋଲି ସୂଚନା ମିଳିଛି ।
Read More News
T & CPrivacy PolicyContact Us