Download Now Banner

This browser does not support the video element.

ଢେଙ୍କାନାଳ ସଦର: କୋରିଆଁ ଶିବମନ୍ଦିର ପରିଷରରେ ପୌର ପରିଷଦ ପକ୍ଷରୁ ବୃକ୍ଷ ରୋପଣ

Dhenkanal Sadar, Dhenkanal | Aug 28, 2025
ଢେଙ୍କାନାଳ ପୌର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ଏହି ଅବସରରେ ଗୁରୁବାର ଅପରାହ୍ନ ୫ଟାରେ ପୌରାଞ୍ଚଳ ୨୩ ନମ୍ବର ୱାର୍ଡର ସ୍ଵପ୍ନେଶ୍ବର ମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପୌରାଧକ୍ଷା ଜୟନ୍ତୀ ପାତ୍ର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ପୌର କର୍ମଚାରୀ ଏବଂ ସ୍ଥାନୀୟ ମହିଳାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
Read More News
T & CPrivacy PolicyContact Us