Download Now Banner

This browser does not support the video element.

ଫୁଲବାଣୀ ସହର: ଫୁଲବାଣୀ ଜିଲ୍ଲାପାଳ କାଯ୍ୟାଳୟ ଠାରେ ଚକାପାଦ ଆଦର୍ଶ ବିଦ୍ୟାଳୟ ର ହଷ୍ଟେଲ ମେନେଜମେଣ୍ଟ ଓ୍ୱଡନେ ପଦବି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

Phulabani Town, Kandhamal | Sep 12, 2025
ଫୁଲବାଣୀ ଜିଲ୍ଲାପାଳ କାଯ୍ୟାଳୟ ଠାରେ ଚକାପାଦ ଆଦର୍ଶ ବିଦ୍ୟାଳୟ ର ହଷ୍ଟେଲ ମେନେଜମେଣ୍ଟ ଓ୍ୱଡନେ ପଦବି ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି କିଛି ଗ୍ରାମବାସୀ, ତାଙ୍କ ଦାବି ପତ୍ର ରେ ଉଲ୍ଲେଖ ରହିଛି ଯେ ଏହି ହଷ୍ଟୣଲ ପାଇଁ ଯେଉ ପଷ୍ଟ ରହିଛି ସେହି ଅନୁସାରେ ରସ୍ମିତା କହଂର ଙ୍କୁ ରଖାଯିବା ନିମନ୍ତେ ଏହି ଦାବିପତ୍ର ରେ ଉଲ୍ଲେଖ ରହିଛି, ଏହି ଅଭିଯୋଗ ପତ୍ର ଟି ଶୁକ୍ରବାର ଦିନ ଗଟାଏ ସମୟରେ ଜିଲ୍ଲାପାଳ ଙ୍କୁ ଥେଇଥିବା ବଳେ 4ପଞ୍ଚାୟତ ର ସରପଞ୍ଚ ତଥା ଚାହାଳି, ବ୍ରାହ୍ମୁଣପାଦ,ପଷରା, ଚେୟାରମ୍ୟାନ, କଖାରୁଝୋଳ ଙ୍କ ରେକମେଣ୍ଡେଣ୍ଟ ରହିଥିବା ଉଲ୍ଲେଖ ରହିଛି
Read More News
T & CPrivacy PolicyContact Us