Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଫୁଲବାଣୀ ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି. ସାରା ସହର ପରିକ୍ରମା କରି ଶେଷରେ ନଦୀ ରେ ବିସର୍ଜନ hoichi
Phulabani Town, Kandhamal | Sep 1, 2025
ଫୁଲବାଣୀ ଅଂଚଳ ରେ ଆଜି ଗଜାନନ ଙ୍କ ବିସର୍ଜନ ଉଛବ ଅନୁଷ୍ଠିତ ହୋଇଅଛି. ସାରା ସହର ପରିକ୍ରମା କରି ଶେଷରେ ନଦୀ ପାଖରେ ବିସର୍ଜନ କରାଯାଇଥିଲା. ବିଭିନ୍ନ ସ୍ଥାନରୁ ବହୁ ସାଂସ୍କୃତିକ ଦଳ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଛନ୍ତି. ପ୍ରବଳ ଜନ ସମାଗାମ ଯୋଙ୍ଗୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିବା ବେଳେ ପରିଚାଳନା କମିଟି ପକ୍ଷରୁ ସୁ ବ୍ୟବସ୍ଥା ଗ୍ରହଣ କରାଯାଇଅଛି.
Share
Read More News
T & C
Privacy Policy
Contact Us
Your browser does not support JavaScript!