Install App
abmahapatra2006
This browser does not support the video element.
ନୂଆପଡା: ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଚାଲିଥିବା ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ
Nuapada, Nuapada | Aug 25, 2025
ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ଦୀର୍ଘ୍ ବରଦିନ ଧରି ଚାଲିଥିବା ରାଜସ୍ବ ଅମଲା ସଂଘ ର ଆନ୍ଦୋଳନ କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମର୍ଥନ ଜଣାଇଛି।ଆଜି ଦିନ ବାରଟା ସମୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ଭାନୁପ୍ରତପ ସିଂ ମାଝୀ ଆନ୍ଦୋଳନ ସ୍ଥଳ କୁ ଯାଇ ନିଜର ସମର୍ଥନ ଘୋଷଣା କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!