This browser does not support the video element.
ବାଲିଗୁଡା: ବାଲିଗୁଡା ର ଥାନା ଅଞ୍ଚଳର ବାରଖମା ଯିବା ରାସ୍ତା ବିରାଗୁଡା ପୁର୍ଵରୁ ବାଇକ ଦୁର୍ଘଟଣା ଦୁଇ ଗୁରୁତର,
Baliguda, Kandhamal | Sep 30, 2025
ବାଲିଗୁଡା ର ଥାନା ଅଞ୍ଚଳର ବାରଖମା ଯିବା ରାସ୍ତା ବିରାଗୁଡା ପୁର୍ଵରୁ ବାଇକ ଦୁର୍ଘଟଣା ଦୁଇ ଗୁରୁତର, ଏହି ଦୁର୍ଘଟଣା ମଙ୍ଗଳବାର ହଇଥିବା ସ୍ଥାନୀୟ ବାସିନ୍ଦା ଉଦ୍ଧାର ସକରି ବାପଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିବା ସୁଚନା ମିଳିଛି, ଦୁର୍ଘଟଣା ହଈଥିବା ଦୁଇ ଯୁବକ ଙ୍କ ପରିଚୟ ମିଳି ପାରିନି, ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି