Download Now Banner

This browser does not support the video element.

କଟକ ପୌରାଞ୍ଚଳ: ପୂର୍ବ ବିବାଦକୁ କେନ୍ଦ୍ରକରି କାଚ ବୋତଲରେ ଆକ୍ରମଣ କରିବା ନେଇ ଶୁକ୍ରବାର ଅ ଭିଯୁକ୍ତକୁ ଗିରଫ କରିଛି ସିଆରଆରଆଇ ଥାନା ପୁଲିସ।

Cuttack M Corp PS, Cuttack | Sep 12, 2025
ପୂର୍ବ ବିବାଦକୁ କେନ୍ଦ୍ରକରି ଏକ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିବା ନେଇ ଅଭିଯୁକ୍ତକୁ ଶୁକ୍ରବାର ସନ୍ଧ୍ୟା ୭ଟା ରେ ଗିରଫ କରିଛି ସିଆରଆରଆଇ ଥାନା ପୁଲିସ। ଅଭିଯୁକ୍ତଜଣକ ହେଲା ଗାନ୍ଧୀପଲ୍ଲୀର ଅର୍ଜ୍ଜୁନ ଦାସ। ଗାନ୍ଧୀପଲ୍ଲୀର ରାଜେନ୍ଦ୍ର ସହିତ ଅଭିଯୁକ୍ତ ଅର୍ଜ୍ଜୁନ ଏକ ଘଟଣାକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିଲା।
Read More News
T & CPrivacy PolicyContact Us