Install App
sushantpattnayak1983
This browser does not support the video element.
ଛତ୍ରପୁର: ବ୍ରହ୍ମପୁର ଠାରେ ଗଞ୍ଜାମ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଚିକିଟି ବିଧାୟକଙ୍କୁ ସମ୍ବର୍ଦ୍ଧନା
Chhatrapur, Ganjam | Sep 8, 2025
ବ୍ରହ୍ମପୁର ଠାରେ ଟ୍ରକ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଯୋଗଦେଇ ସଂଘର ଉର୍ନ୍ନତି କାମନା କରିଛନ୍ତି ।ଏହି ଅବସରରେ ଚିକିଟି ବିଧାୟକଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!