Download Now Banner

This browser does not support the video element.

କବିସୂର୍ଯ୍ୟନଗର: ମର୍ଦକୋଟ ପଂଚାୟତ ଗସ୍ତ, ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କଲେ ବିଧାୟକ

Kabisuryanagar, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ମର୍ଦକୋଟ ପଂଚାୟତ ଗସ୍ତ କରିଛନ୍ତି । ଏହି ପଂଚାୟତର କଣ୍ଟାପଡା ଠାରେ ପହଂଚିଵା ପରେ ଅନେକ କର୍ମୀ ଉପସ୍ଥିତ ରହି ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ପଂଚାୟତର କଣ୍ଟାପଡା, ମର୍ଦ କୋଟ, ଚଢିଆପଡା ଗ୍ରାମକୁ ଗସ୍ତ କରି ଲୋକଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ସମସ୍ୟା ରାସ୍ତା ଘାଟ, ପରିମଳ ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥା ପ୍ରତ୍ୟେକ ସାହି ବୁଲି ଦେଖିଥିଲେ । ବିଭିନ୍ନ ଗ୍ରାମରେ ସଭାରେ ବିଜେପି ସରକାର ଲୋକଙ୍କ ସରକାର, ତେଣୁ ଲୋକଙ୍କ ଅଭିଯୋଗକୁ ପ୍ରାଥମିକତା ଦେଉଛି ।
Read More News
T & CPrivacy PolicyContact Us