This browser does not support the video element.
ଡାବୁଗାଁ: ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ
Dabugan, Nabarangpur | Sep 5, 2025
ଡାବୁଗାଁ ସଦର ମହକୁମା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପାଳିତ ହେଲା ଗୁରୁ ଦିବସ। ଏହି ଅବସରରେ ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ । ଗୁରୁଦିବସ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ଆଜି ଉତ୍ସାହର ମାହୋଲ । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରି ଆସୁଛନ୍ତି ଦେଶବାସୀ । ଏହି ଅବସରରେ ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ମଧ୍ୟ ପାଳିତ ହେଲା ଗୁରୁ ଦିବସ