Install App
sushantpattnayak1983
This browser does not support the video element.
ଛତ୍ରପୁର: ଇଞ୍ଜିନିୟରିଂ ସ୍କୁଲ ରୋଡ ସ୍ଥିତ ଜୀବନ ବୀମା କାର୍ଯ୍ୟାଳୟରେ ଜୀବନ ବୀମା ପଲିସ୍ କରି ଗିନିଶ ରେକର୍ଡ କରିଥିବା ଦମ୍ପତ୍ତିଙ୍କୁ ସମ୍ବର୍ଦ୍ଧନା
Chhatrapur, Ganjam | Sep 10, 2025
ସଫଳତାର ସହ ଜୀବନ ବୀମା ପଲିସି କରି ଜୀବନ ବୀମା ନିଗମ ର ଏଜେଣ୍ଟ ପୁଷ୍ପଲତା ପାଣିଗ୍ରାହୀ ଓ ତାଙ୍କ ସ୍ଵାମୀ ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀ ଗିନିସ ୱାଲ୍ଦ ରେକର୍ଡ ହାସଲ କରି ପୁରସ୍କୃତ ହୋଇଛନ୍ତି। ବୁଧବାର ମଧ୍ଯାହ୍ନରେ ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ରୋଡ ସ୍ଥିତ ଜୀବନ ବୀମା ନିଗମ ସିଏବି ଶାଖା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ଶାଖା ପ୍ରବନ୍ଧକ ଜ୍ଞାନ ରଞ୍ଜନ ପଣ୍ଡା ଉପସ୍ଥିତ ରହି ଦମ୍ପତି ଙ୍କୁ ସମ୍ମାନିତ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!