Download Now Banner

This browser does not support the video element.

ସୁନ୍ଦରଗଡ ସହର: ବଣାଇଁଗଡ ଦେଓଗାଁ ସେଣ୍ଟଜୋସେଫ କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେବିନେଟର ଶପଥପାଠ କାର୍ଯ୍ୟକ୍ରମ

Sundargarh Town, Sundargarh | Aug 26, 2025
ସୁନ୍ଦରଗଡ ଜିଲ୍ଲା ବଣାଇଁଗଡ ଦେଓଗାଁ ନିକଟରେ ଥିବା ସେଣ୍ଟ ଜୋସେଫ କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ସନ୍ଧ୍ୟାଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ଦଶଟା ସମୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କେବିନେଟ ର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଣାଇଁ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ସ୍କୁଲରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଏହି ଶପଥପାଠରେ ପ୍ରଧାନମନ୍ତ୍ରୀ ସଞ୍ଜନା ମିଶ୍ର, ଉପପ୍ରଧାନମନ୍ତ୍ରୀ ପ୍ରଥମ କୁମାର ସାହୁ, ଶିକ୍ଷା ମନ୍ତ୍ରୀ ଋତୁରାଜ ସାହୁ ଏବଂ ଉପଶିକ୍ଷା
Read More News
T & CPrivacy PolicyContact Us