Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକଅଟନମସକଲେଜରରେଛାତ୍ରଛାତ୍ରୀ ଆଣିଲେ ସଙ୍ଗୀନଅଭିଯୋଗ,ଜିଲ୍ଲାପାଳଙ୍କଦ୍ବାରସ୍ଥହୋଇଛନ୍ତି ଛାତ୍ରଛାତ୍ରୀ,ମତପ୍ରକାଶକରିଛନ୍ତିଉପାଶନାତ୍ରିପାଠୀ

Bhadrak Rural, Bhadrak | Aug 30, 2025
ଭଦ୍ରକ ଜିଲ୍ଲା ଭଦ୍ରକ ଅଟନମସ କଲେଜ ନାଁ ରେ ସଂଙ୍ଗୀନ ଅଭିଯୋଗ ଆଣି ଭଦ୍ରକ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି।ପିଜି ଇକୋନମିକ୍ସ ବିଭାଗର ଛାତ୍ରଛାତ୍ରୀ ମାନେ କଲେଜ ର ଅଧ୍ୟାପକ ଅଜୟ ସେଠୀ ଙ୍କ ବିରୋଧ ରେ ଆଣିଛନ୍ତି ଅଭିଯୋଗ। ଯାହାକି ଅଭିଯୋଗ ହୋଇଛି ଅର୍ଥ ହରିଲୁଟ ର ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୨ ଘଟିକା ସମୟରେ ଦେଖିବାକୁ ମିଳିଛି ଦୃଶ୍ୟ।
Read More News
T & CPrivacy PolicyContact Us