Download Now Banner

This browser does not support the video element.

ରେଙ୍ଗାଲି: ଲଇଡା ର ପ୍ରସିଦ୍ଧ ବଏଲ ଯାତ୍ରା କମିଟି ପକ୍ଷରୁ ସମ୍ବଲପୁର ବିଧାୟକ ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ କରାଗଲା ସାକ୍ଷାତ

Rengali, Sambalpur | Oct 9, 2024
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଲଇଡା ର ପ୍ରସିଦ୍ଧ ବଏଲ ଯାତ୍ରା କମିଟି ପକ୍ଷରୁ ଆଜି ଦିନ 1 ଟା ସମୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରିଛନ୍ତି l ଏହି ଅବସରରେ ବଏଲ ଯାତ୍ରା କମିଟି ପକ୍ଷରୁ ଯାତ୍ରାର ସଫଳ ଆୟୋଜନ ନେଇ ବିଧାୟକ ଙ୍କ ସହଯୋଗ କାମନା କରାଯାଇଥିଲା l ଏହାସହ ଲଇଡା ବଏଲ ଯାତ୍ରାରେ ଯୋଗଦାନ କରିବାକୁ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଅନୁରୋଧ ମଧ୍ୟ କରାଯାଇଥିବା ନେଇ ଲଇଡା ବଏଲ ଯାତ୍ରା କମିଟି ପକ୍ଷରୁ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us