Download Now Banner

This browser does not support the video element.

ବରଗଡ: ଗାନ୍ଧୀ ଛକ ସ୍ଥିତ ଜବର ଦଖଲ ଜମିକୁ ଉଚ୍ଛେଦ କଲା ପୌର ପ୍ରଶାସନ

Bargarh, Bargarh (Baragarh) | Sep 8, 2025
ବରଗଡ଼ ଗାନ୍ଧି ଛକରେ ଥିବା ଜବର ଦଖଲ ଜମିକୁ ଉଚ୍ଛେଦ କଲା ପୌର ପ୍ରଶାସନ | ସୋମବାର ଦିବା 11 ଘଣ୍ଟା ସମୟରେ ବରଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କ ସହ ପୋଲିସ ପ୍ରଶାସନ ଉପସ୍ଥିତିରେ ଜବର ଦଖଲ ଜମି ଉଚ୍ଛେଦ କରାଯାଇଛି | ଗତକାଲି ଥାନା ଛକରୁ ଲେଙ୍ଗୁ ମିଶ୍ର ଛକ ଜେଲ ରୋଡ଼ ଭଙ୍ଗା ଯାଇଥିବା ବେଳେ ଆଜି ଗାନ୍ଧୀ ଛକରେ ଥିବା ଜବର ଦଖଲ ଉଚ୍ଛେଦ କରାଯାଇଛି | ତେବେ ବରଗଡ଼ ସହରର ଉନ୍ନତିକରଣକୁ ନେଇ ଏହି ସବୁ ଜବର ଦଖଲ ଉଚ୍ଛେଦ କରାଯାଉଛି ।
Read More News
T & CPrivacy PolicyContact Us