This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ରେ ଏଥର ଗରମ ସୀମା ପାର , ଏଥର ହେବ ଅସହ୍ୟ ଗରମ
Jharsuguda, Jharsuguda | Apr 10, 2025
ଆଜି ଦିନ ୨ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି ।ଆଜି ଝାରସୁଗୁଡ଼ାରେ ତାପମାତ୍ରା 39 ଡ଼ିଗ୍ରୀ ରେକର୍ଡ କରାଯାଇଛି । । ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା ଓ ଅସହ୍ୟ ଗରମ ରେ ଛଟ ପଟ ହେଉଛି ଝାରସୁଗୁଡ଼ା ଜିଲ୍ଲା । ତାପମାତ୍ରା ବୃଦ୍ଧି ପରେ ଜୀବନ ଅସ୍ତବ୍ୟସ୍ତ । ରାଜ୍ୟ ର ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ କୁ ଛୁଇଁବା ଆରମ୍ଭ କରିସାରିଲାଣି । ତେବେ ଏପରି ପରିସ୍ଥିତିରେ ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ବୃଦ୍ଧି ହେବା ସ୍ଵାଭାବିକ । ଚଳିତ ବର୍ଷ ମଧ୍ୟେ ଖରା ର ପ୍ରଭାବ କିଛି କମ୍ ନୁହେଁ ।