Download Now Banner

This browser does not support the video element.

ଫୁଲବାଣୀ ସହର: ଜି ଉଦୟଗିରି: ଟିକାବାଲି ବ୍ଳକ ସିନ୍ଦିରଗାଡା ଗ୍ରାମରେ ପୁଣି ପସିଲା ଦନ୍ତାହାତୀ ପ୍ରାୟ ଅଧଘଣ୍ଟା ଗ୍ରାମ ବାସୀ ଗୋଡ଼ାଇ ଥିଲା ପ୍ରାଣ

Phulabani Town, Kandhamal | Aug 23, 2025
ଟିକାବାଲି ବ୍ଳକ ସିନ୍ଦିରଗାଡା ଗ୍ରାମରେ ପୁଣି ପସିଲା ଦନ୍ତାହାତୀ ପ୍ରାୟ ଅଧଘଣ୍ଟା ଗ୍ରାମ ବାସୀ ଗୋଡ଼ାଇ ଥିଲା ପ୍ରାଣ ଭୟରେ ଲୋକେ ଏକ ଘରର ଛାତ ଉପରକୁ ଚଢିଯାଇଥିଲେ । ହାତୀ ଉତ୍ତପ୍ତ ହୋଇ ଘରେ ବାହାରେ ବନ୍ଦା ହୋଇଥିବା ମାଧବ ପ୍ରଧାନ ଙ୍କର ବଳଦକୁ ହାତୀ ଦାନ୍ତରେ ଭୁଷି ଆହାତ କରିଦେଇଛି । ଗତ କାଲି ଯେଉଁ ଗାଇକୁ ମାରିଥିଲା ସେହି ଗାଇ ସେହି ଯାଗାରେ ପଡ଼ିରହିଥିଲା ମୃତ ଗାଈ କୁ ପୁଣିଥରେ ଦଳାଚକଟା କରି ଥିଲା । ଭୟରେ ଗ୍ରାମ ବାସୀ । ସନ୍ଧ୍ୟା ହେଲେ ହାତୀ ଗାଁ ମୁହାଁ ହୋଇଛି । ରାତି ସାରା ଗ୍ରାମରେ ନିଆଁ ଲଗାଇ ହାତୀକୁ ଜଗି ରହୁଛନ୍ତି ଗ୍ରାମ ବାସୀ ।
Read More News
T & CPrivacy PolicyContact Us