Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣାକୁ ନେଇ ବ୍ରହ୍ମପୁର ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

Chhatrapur, Ganjam | Aug 21, 2025
ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ଗତକାଲି ଛାତ୍ର ଅଶାନ୍ତି ଏବଂ ପରେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ସରକାରଙ୍କୁ ଟାର୍ଗେଟ ପରେ ବ୍ରହ୍ମପୁର ଠାରେ ଗୁରୁବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକଙ୍କ ଅଯଥା ଟାର୍ଗେଟ୍ କୁ ନିନ୍ଦା କରି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ।
Read More News
T & CPrivacy PolicyContact Us