Download Now Banner

This browser does not support the video element.

ସୋନପୁର: ଖଣ୍ଡହତାରେ ଗାଧୋଇବାକୁ ଯାଇ ପାଣିରେ ନିଖୋଜ ହୋଇଥିବା ବୃଦ୍ଧଙ୍କ ମିଳିଲା ଶବ, ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ସୂଚନା

Sonapur, Subarnapur (Sonepur) | Oct 8, 2025
ଖଣ୍ଡହତାରେ ଗାଧୋଇବାକୁ ଯାଇ ପାଣିରେ ନିଖୋଜ ହୋଇଥିବା ବୃଦ୍ଧଙ୍କ ମିଳିଲା ଶବ, ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ସୂଚନା । ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ନିକଟ ବାଇଗଣି ଯୋରରେ ଘଟିଯଘାଇଛି ଏଭଳି ଏକ ଅଘଟଣ । ଜଣେ 72 ବର୍ଷୀୟ ବୃଦ୍ଧ ଅପରାହ୍ନ ପ୍ରାୟ 12 ଟା ସମୟରେ ଗାଧୋଇବାକୁ ଯାଇ ଗାଧୁ ଥିବା ସମୟରେ ହଠାତ ଶୁଁ ଶୁଁ ହୋଇ ମାଡି ଆସିଥିଲା ବନ୍ୟା ପାଣି ଏବଂ ପ୍ରଖର ପାଣି ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ ବୃଦ୍ଧ ଜଣକ l ତେବେ ବୃଦ୍ଧ ଜଣକ ହେଲେ ଖଣ୍ଢହତା ଗାଁର ୭୨ ବର୍ଷୀୟ ମୁରଲୀ ସାହୁ । ସବୁଦିନ ଭଳି ଗତକାଲି ମ
Read More News
T & CPrivacy PolicyContact Us