Download Now Banner

This browser does not support the video element.

ବରଗଡ: ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ସହର ସ୍ଥିତ ତାଙ୍କ ବାସଭବନରେ ଦେଲେ ଶୋକ ବାର୍ତ୍ତା

Bargarh, Bargarh (Baragarh) | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକରେ ସୋମବାର ସନ୍ଧ୍ୟା ୫ ଟା ସମୟରେ ବରଗଡ଼ ସହର ସ୍ଥିତ ନିଜ ବାସଭବନ ଠାରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ ଶୋକ ବାର୍ତ୍ତା ଦେଇଛନ୍ତି । ବିଧାୟକ ରାଜେନ୍ଦ୍ର ଢୋଲକିଆ କେବଳ ଜଣେ ବିଧାୟକ ବା ରାଜନେତା ନ ଥିଲେ । ସେ ଜଣେ ସମାଜସେବୀ,ପରୋପକାରୀ ଭାବେ ନୂଆପଡ଼ା ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଚେହେରା ଥିଲେ । ଗରୀବ ଶ୍ରେଣୀର ପୁଅ ଝିଅଙ୍କ ସାମୁହିକ ବିବାହ କରି ଚର୍ଚ୍ଚାରେ ଥିଲେ ।
Read More News
T & CPrivacy PolicyContact Us