Download Now Banner

This browser does not support the video element.

ମହୁଲପାଲି: ସେଗାପଡ଼ା ଛକ ଠାରେ ବାଇକ୍ କୁ ଧକ୍କା ଦେଇ ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବାର୍ତ୍ତିଲେ ଚାଳାକ

Mahulpalli, Sambalpur | Sep 3, 2025
ବନ୍ଦକାନି ଗ୍ରାମ ର ୨ ଜଣ ଯୁବକ ଏକ ବାଇକ୍ ରେ କେଶାଇବାହାଲ୍ ପଟକୁ ଆସୁଥିବା ବେଳେ ସେଗାପଡ଼ା ଛକ ଠାରେ କୁଚିଣ୍ଡା ପଟରୁ ଆସୁଥିବା ଏକ ପିକଅପ୍ ଗାଡ଼ି ତାଙ୍କୁ ଧକ୍କା ଦେଇ ରାସ୍ତା ସଂଲଗ୍ନ ଖେତ ରେ ପଶି ଯାଇଥିଲା। ଅନ୍ୟ ପଟେ ପିକଅପ୍ ଗାଡ଼ି ଧକ୍କା ରେ ବାଇକ୍ ଟି ଚୁରମାର ହୋଇଯାଇଛି। ବୁଧବାର ଅପରାହ୍ନ ରେ ଘଟିତ ଉକ୍ତ ଦୁର୍ଘଟଣା ରେ ପିକଅପ୍ ଚାଳକ ଙ୍କ ସମେତ ବାଇକ୍ ରେ ଥିବା ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ପାଇ ମହୁଲପାଲି ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି।
Read More News
T & CPrivacy PolicyContact Us