Download Now Banner

This browser does not support the video element.

ନୂଆପଡା: ଜାତୀୟ ରାଜପଥ ୩୫୩ଉପରେ ବଂଯାରି ନିକଟରେ ସାଇକଲ ଆରୋହୀ ଙ୍କୁ ଧକା ଦେଲା ବାଇକ୍ ସାଇକଲ ଆରୋହୀ ଆହତ

Nuapada, Nuapada | Aug 30, 2025
ଆଜି ଅପରାହ୍ନ ଚାରିଟା ସମୟରେ ଜଣେ ବ୍ୟକ୍ତି ସାଇକଲ ରେ ଯାଉଥିଲା ବେଳେ ଜାତୀୟ ରାଜପଥ ୩୫୩ଉପରେ ବଞ୍ଜାରି ନିକଟରେ ଏକ ବାଇକ୍ ଧକା ଦେଇ ଚାଲିଯାଇଥିଲା।ସାଇକଲ ଆରୋହୀ ଜଣକ ରାସ୍ତାରେ ପଡ଼ି ଆହତ ହୋଇଥିଲେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us