Download Now Banner

This browser does not support the video element.

ବଲାଙ୍ଗୀର: ସହର ରାସ୍ତା କଡ଼ରେ ଅନେକ ଗୋରୁ ଗାଇ, ଦୁର୍ଘଟଣାର ଆଶଙ୍କା କହି ପେଲେସ ଲାଇନ୍‌ରେ ପ୍ରତିକ୍ରିୟା ରଖିଲେ ହିନ୍ଦୁ ପରିଷଦ ରଜ୍ୟସଭାପତି

Balangir, Balangir | Aug 23, 2025
ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନର ରାସ୍ତା କଡ଼ରେ ଗୋରୁ–ଗାଇ ସହସହ ରହିବାକୁ ମିଳୁଛି। ଏହାକୁ ନେଇ ଯାନଚଳାଚଳରେ ବାଧା ସୃଷ୍ଟି ହେବା ସହିତ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇଛି। ପେଲେସ ଲାଇନ୍‌ରେ ପ୍ରତିକ୍ରିୟା ରଖି ରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଜ୍ୟ ସଭାପତି କହିଛନ୍ତି, “ସହରର ମୂଖ୍ୟ ରାସ୍ତାମାନେ ଗୋରୁ–ଗାଇରେ ପୂର୍ଣ୍ଣ ହୋଇଥିବାରୁ ଲୋକମାନେ ପ୍ରତିଦିନ ବିପଦରେ ପଡ଼ୁଛନ୍ତି। ପ୍ରଶାସନ ଯଥାଶୀଘ୍ର ବ୍ୟବସ୍ଥା ନେଇ ସହରକୁ ସୁଚାରୁ ଯାତାୟାତ ପାଇଁ ପଦକ୍ଷେପ ନେବା ଆବଶ୍ୟକ।
Read More News
T & CPrivacy PolicyContact Us