This browser does not support the video element.
ଉମରକୋଟ: ମାଲାଗୁଡା ବିଦ୍ୟାଳୟ ରେ ଶିକ୍ଷକଙ୍କ ବଦଳି କୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ୍ ବନ୍ଦ ରଖିଲେ ଗ୍ରାମ ବାସୀ
Umarkote, Nabarangpur | Sep 26, 2025
ଶିକ୍ଷା ବ୍ୟବସ୍ଥା ର ବିକଳ ଛିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଞ୍ଚଳା ଗ୍ରାମ ପଞ୍ଚୟତ ର ସରକାରୀ ନୂତନ ପ୍ରାଥମିକ ବିଦ୍ୟାଳୟ ମଲାଗୁଡ଼ା ଠାରେ। ସହକାରୀ ଶିକ୍ଷକ କିଶାନ ମହାନ୍ତି ଙ୍କ ନିକଟସ୍ଥ ପଇଁରିଚଚରା କୁ ବଦଳି କରାଯାଇଛି । ତାଙ୍କ ସ୍ଥାନ ରେ ଉମାକାନ୍ତ ପଟ୍ଟନାୟକ ଙ୍କୁ ଦିଆ ଯାଉଛି । କିନ୍ତୁ ଛାତ୍ର ଛାତ୍ରୀ ଙ୍କ କହିବା ହେଲା ପୂର୍ବରୁ ଥିବା କିଶାନ୍ ସାର୍ ଭଲ ପାଠ ପଢ଼ାଉଥିଲେ , ବର୍ତ୍ତମାନ ର ସାର୍ ଭଲ ଭାବରେ ପଢ଼ୌ ନାହାନ୍ତି । ଯେଉଁ ପର୍ଯ୍ୟନ୍ତ କିସାନ୍ ସାର୍ ନ ଆସିବେ ସେ ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି କହିଛନ୍ତି ଛାତ୍ର ଛାତ୍ରୀ ।