Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ସହରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ I ଘରଘର ପସି ମଦ ପୋଚ ଓ ମହୁଲି ମଦ କୁ ନଷ୍ଟ କଲେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା I

Phulabani Town, Kandhamal | Aug 31, 2025
ତେଜିଲା ମଦ ବିରୋଧୀ ଆନ୍ଦୋଳନ I ଘରଘର ପସି ମଦ ପୋଚ ଓ ମହୁଲି ମଦ କୁ ନଷ୍ଟ କଲେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମାନଙ୍କରେ କିଛିଦିନ ହେଲା ଚୋରା ବିଦେଶୀ ଓ ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ମଦ ପାଇଁ ଅଂଚଳରେ ଅସାମାଜିକ କାରବାର ମଦ୍ୟ ବୃଦ୍ଧି ପାଇଛି I ଏହି ମଦ କାରବାର କୁ ବନ୍ଦ କରିବାରେ ପୋଲିସ ଓ ଅବକାରୀ ବିଭାଗ ସମ୍ପୂର୍ଣ ବିଫଳ ହୋଇଥିବା ବେଳେ ଏବେ ଅଂଚଳରୁ ମଦ କାରବାର କୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ମାନେ I ଫିରିଙ୍ଗିଆ
Read More News
T & CPrivacy PolicyContact Us