Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହରର ବିଭିନ୍ନ ସ୍ଥାନରେ EV ଚାର୍ଜିଂ ଷ୍ଟେସନ ସହ ମାର୍କେଟ କମ୍ପ୍ଲେକ୍ସର ଶିଳାନ୍ୟାସ ଓ ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନକଲେ ମନ୍ତ୍ରୀ

Baripada M, Mayurbhanj | Sep 2, 2025
ବାରିପଦା ସହରର ବେଲଗଡିଆ ଠାରେ ଗୋଟିଏ EV ଚାର୍ଜିଂ ଷ୍ଟେସନ ଶୁଭାରମ୍ଭ ସହିତ କେସି ସର୍କେଲ ଠାରେ ଏକ ଚାରି ଚକିଆ EV ଚାର୍ଜିଂ ଷ୍ଟେସନର ଶିଳାନ୍ୟାସ କରାଯାଇଛି । ସେହିପରି ସହରର ତକତପୁର, ମୁର୍ଗାବାଡି, ବାରୁଣୀ ରୋଡ ଓ କେସି ସର୍କେଲ ଠାରେ ମାର୍କେଟ କମ୍ପ୍ଲେକ୍ସ ପାଈଁ ଶିଳାନ୍ୟାସ କରାଯାଇଛି ଏବଂ ବେଲଗଡିଆ ଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ର ଶୁଭ ଉଦଘାଟନ ମଧ୍ୟ କରିଛନ୍ତି ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର।
Read More News
T & CPrivacy PolicyContact Us