Download Now Banner

This browser does not support the video element.

ବାଲିକୁଦା: ଓରଡାଙ୍ଗ ଗ୍ରାମରେ ପୁଅର ନିର୍ଯାତନା ସହିନପାରି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ବୃଦ୍ଧ ବାପା

Balikuda, Jagatsinghpur | Apr 16, 2024
ତିତିରା ପଞ୍ଚାୟତ ଅଧୀନ ଓରଡାଙ୍ଗ ଗ୍ରାମରେ ପୁଅର ନିର୍ଯାତନା ସହିନପାରି ଆଜି ମଧ୍ୟାହ୍ନରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ବୃଦ୍ଧ ବାପା। ଓରଡାଙ୍ଗ ଗ୍ରାମର ଫକିର ପଢିଆରୀ ପ୍ରାୟ ୧୦ ବର୍ଷ ହେବ ନିଜ ପୁଅ ଠାରୁ ନିର୍ଯାତନା ହୋଇଆସୁଛନ୍ତି। ପୁଅ ଖାଇବା ପାଇଁ ଦେଉନଥିବା ବେଳେ ଝିଅ ବୃଦ୍ଧ ବାପାଙ୍କ ପାଖରେ ରହି ଖାଇବାକୁ ଦେଲା ବେଳକୁ ପୁଅ ଗାଳିଗୁଲଜ ସହ ମାଡ଼ମାରୁଥିବା ସେ ଅଭିଯୋଗ କରିଛନ୍ତି।
Read More News
T & CPrivacy PolicyContact Us