This browser does not support the video element.
ପୋଡିଆ: ପଡିଆ ବ୍ଲକ ସଦର ମହକୁମାରେ ଥିବା ସାରାହା ଚାଇଲ୍ଡ ଡେଭଲପମେଣ୍ଟ କେନ୍ଦ୍ରରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟର ୨୫ତମ ରୌପ୍ୟ ଜୟନ୍ତୀ
Podia, Malkangiri | Sep 13, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସାରାହା ଚାଇଲ୍ଡ ଡେଭଲପମେଣ୍ଟ କେନ୍ଦ୍ର ଠାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟର ୨୫ତମ ସ୍ଥାପନ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଯିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାବେ ଏମ୍ ୱସନ୍ତ ରାଜ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଏନ୍ ରାଘବ ରାଓ, ଏମଡି ଫାରୁକ୍, ମେଷାକ ରବି ମାଦ୍ରୀ, ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ରାଜ ନାରାୟଣ ସିଂ, ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ପ୍ରମୂଖ ଉପସ୍ଥିତ ଥିଲେ।