Download Now Banner

This browser does not support the video element.

ନର୍ଲା: ସହରର ବିଭିନ୍ନ ଗାଁରେ ଗଣେଶ ପୂଜା ପାଳିତ

Narala, Kalahandi | Aug 27, 2025
ଆଜି ଅଗଷ୍ଟ 27 ତାରିଖ ବୁଧବାର ଦିନ ସମଗ୍ର ବିଶ୍ୱରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ନର୍ଲା ଅଞ୍ଚଳର ବିଭିନ୍ନ ଗାଆଁ ଗଣ୍ଡା ମାନଙ୍କରେ ବିଘ୍ନରାଜ ମହାପ୍ରଭୁ ଙ୍କ ପର୍ବ ପାଳନ କରୁଥିବା ଦେଖିବାକୁ ମିଳୁଛି ଏହି ଅବସରରେ ନର୍ଲା ପାଇକ ପଡା ଠାରେ ଗଣେଶ ପୂଜା ପାଳନ ହେଉଥିବା ବେଳେ ନର୍ଲା ଅଞ୍ଚଳରେ ସୁଖ ଶାନ୍ତି ପାଇଁ ଗଣେଶ ପୂଜା ପାଳନ କରାଯାଇଥିଲା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା
Read More News
T & CPrivacy PolicyContact Us