Install App
mishrasanuj
This browser does not support the video element.
ବଲାଙ୍ଗୀର: ଦେଓଗାଁ ପୋଲିସକୁ ସଫଳତା ନାଇକେନ ସିରା ନିକଟରେ ୩୦ କିଲୋ ଗଞ୍ଜାଇ ଜବତ, ୨ ଅଭିଯୁକ୍ତ ଗିରଫ
Balangir, Balangir | Sep 5, 2025
ବଲାଙ୍ଗୀର ଜିଲ୍ଲା ଦେଓଗାଁ ପୋଲିସ ବଡ଼ ସଫଳତା ହାସଲ କରିଛି । ନାଇକେନ ସିରା ନିକଟରେ ଏକ ଗାଡ଼ି ରୁ 30 କିଲୋ ଗାଁଜା ଜବତ କରି, ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ପଚରାଉଚରା ଚାଲିଥିବାବେଳେ, ଗାଁଜା ଚୋରାଚାଲାନ ଜାଲ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ଖୋଜୁଛି
Share
Read More News
T & C
Privacy Policy
Contact Us
Your browser does not support JavaScript!