This browser does not support the video element.
ସୋନପୁର: ସାଗରତଲ ପାଖରୁ ୧୬ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ।
Sonapur, Subarnapur (Sonepur) | Sep 3, 2025
ସାଗରତଲ ପାଖରୁ ୧୬ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତ ଗିରଫ ଅବକାରୀ ଥାନାରେ ମାମଲା ରୁଜ୍ଜୁ।ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବିର ସାମଲଙ୍କ ନିର୍ଦ୍ଦେଶ କ୍ରମେ।ସଦର ଅବକାରୀ ଥାନା ଓଆଇସି ସାନ୍ତାନୁ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ତରଭଭା ଥାନା ଅନ୍ତର୍ଗତ ସାଗରତଏଲା ପାଖରୁ ୧୬ ଲିଟର ଦେଶୀ ମଦକୁ ଯବତ କରିବା ସହ ମଦ ବ୍ୟବସାୟ ରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଗିରଫ କରିଥିବା ଆଜି ଦିନ ୧୧ଟାରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।